ଜୀବନର ସତ୍ୟ : ମିଛ କହୁଥିବା ଲୋକ ପାଖରେ ସମ୍ପର୍କରେ ମୂଲ୍ୟ କିଛି ନ ଥାଏ
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼October 13, 202650 views

"ଜୀବନରେ ସବୁଠାରୁ ବଡ଼ ବେଇମାନି ହେଉଛି 'ମିଛ'। ଯେଉଁମାନେ ଆପଣଙ୍କୁ ପ୍ରତ୍ୟେକ କଥାରେ ମିଛ କହୁଛନ୍ତି, ସେମାନଙ୍କଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବା ଉଚିତ୍। କାରଣ ମିଛ କହୁଥିବା ବ୍ୟକ୍ତି କୌଣସି ବି ମୁହୂର୍ତ୍ତରେ ଆପଣଙ୍କୁ ଧୋକା ଦେଇପାରନ୍ତି।
ମିଥ୍ୟାବାଦୀ ଲୋକଙ୍କ ପାଖରେ ସମ୍ପର୍କ ଓ ବିଶ୍ୱାସର କୌଣସି ମୂଲ୍ୟ ନଥାଏ। ତେଣୁ ନିଜର ଆତ୍ମସମ୍ମାନ ଓ ଶାନ୍ତି ପାଇଁ ଏଭଳି ଲୋକଙ୍କଠାରୁ ସଦାସର୍ବଦା ଦୂରେଇ ରୁହନ୍ତୁ।"
