--:--:--
-- ---
Srishti News

ମନ୍ଦିରରୁ ଚୋରି, ୨ ଗିରଫ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧାOctober 7, 202637 views
ମନ୍ଦିରରୁ ଚୋରି, ୨ ଗିରଫ
ଖୋର୍ଦ୍ଧା: ଜଟଣୀ ଥାନା ଅଧୀନ ଶଣ୍ଢପୁରସ୍ଥିତ ଗ୍ରାମଦେବୀ ମା’ ବରଦାଙ୍ଗ ମନ୍ଦିରରୁ ଚୋରି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ମନ୍ଦିର ଘଣ୍ଟି, ବାଲ୍ଟି, ବାସନକୁସନ, ଦାନବାକ୍ସ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।