--:--:--
-- ---
Srishti News

ମନୋଜ ଦାସଙ୍କୁ ତମ୍ବାପଟ୍ଟା ସାହିତ୍ୟ ସମ୍ମାନ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡାOctober 6, 2026149 views
ମନୋଜ ଦାସଙ୍କୁ ତମ୍ବାପଟ୍ଟା ସାହିତ୍ୟ ସମ୍ମାନ
ବୁଦ୍ଧ ମନ୍ଦିର ପରିସରରେ ଗତ ଗାନ୍ଧୀ ଜୟନ୍ତୀ ଦିନ କବି ମନୋଜ କୁମାର ଦାସଙ୍କୁ ତମ୍ବାପଟ୍ଟା ସାହିତ୍ୟ ସମ୍ମାନ 2026 ପ୍ରଦାନ କରାଯାଇଛି l ଓଡ଼ିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦ, ଢେଙ୍କାନାଳ ତରଫରୁ ରାଜ୍ୟ ସ୍ତରୀୟ ତୃତୀୟ ବାର୍ଷିକ ସମାରୋହ ପ୍ରତିଷ୍ଠାତା ସମ୍ପାଦକ ବଟକୃଷ୍ଣ ପଣ୍ଡାଙ୍କ ପରିଚାଳନାରେ ମୁଖ୍ୟ ଅତିଥି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭଗବାନ ପଣ୍ଡା,, ବିଶିଷ୍ଟ ଅତିଥି ସନ୍ତୋଷ କୁମାର ପାଣି, ସଭାପତି କୈଳାସ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀ ଦାସଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l