--:--:--
-- ---
Srishti News

ସେବା ସଂକଳ୍ପ ଅଭିଯାନରେ ପଥପ୍ରାନ୍ତ ନାଟକ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 1, 202638 views
ସେବା ସଂକଳ୍ପ ଅଭିଯାନରେ ପଥପ୍ରାନ୍ତ ନାଟକ
ଖୋର୍ଦ୍ଧା: “ସେବା ସଂକଳ୍ପ ଅଭିଯାନ” ଅଧୀନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ସରକାରୀ ଯୋଜନା ସମ୍ପର୍କରେ ତଥ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ନାଟକ ପରିବେଷଣ କରାଯାଇଥିଲା।ବିଭିନ୍ନ ସ୍ଥାନରେ ଆୟୋଜିତ ଏହି ପଥପ୍ରାନ୍ତ ନାଟକକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ନାଟକ ମାଧ୍ୟମରେ ସାମାଜିକ ସଚେତନତା, ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ସେବାମୂଳକ ଭାବଧାରା ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା।