--:--:--
-- ---
Srishti News

ପୂର୍ବତନ ସରପଞ୍ଚ ଖଡ଼ିଅଣ୍ଟା ପଞ୍ଚାୟତ କ୍ରୀତିଚନ୍ଦ୍ର ଜେନା ଙ୍କୁ ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଭେଟି ସ୍ଵାସ୍ଥ୍ୟ ସମସ୍ୟା ବୁଝିଛନ୍ତି

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର --- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାSeptember 23, 202627 views
ପୂର୍ବତନ  ସରପଞ୍ଚ ଖଡ଼ିଅଣ୍ଟା ପଞ୍ଚାୟତ କ୍ରୀତିଚନ୍ଦ୍ର ଜେନା ଙ୍କୁ ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଭେଟି ସ୍ଵାସ୍ଥ୍ୟ ସମସ୍ୟା ବୁଝିଛନ୍ତି
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଡିଅଣ୍ଟା ପଞ୍ଚାୟତ ରେ ପୂର୍ବତନ ସରପଞ୍ଚ କ୍ରୀତିଚନ୍ଦ୍ର ଜେନା ଙ୍କୁ ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଭେଟି ସ୍ଵାସ୍ଥ୍ୟ ସମସ୍ୟା ଉପରେ ପଚାରିଛନ୍ତି , ଅଂଶୁମାନ ମହାନ୍ତି ହେଉଛନ୍ତି ଜଣେ ଦକ୍ଷ ରାଜ ନେତା ତଥା ୩୦ ବର୍ଷ ରାଜ ନୀତି କରି ୬ ଥର ବିଧାୟକ ଏବଂ,ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି ଙ୍କ ସୁଯୋଗ୍ୟ ସନ୍ତାନ ଭାବେ ରାଜ ନୀତି ଜାରି ରଖିଛନ୍ତି,ଲୋକ ମାନଙ୍କ ପାଖରେ ବିପଦ ସମୟରେ ବନ୍ୟା ହେଉ ଅବା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛିଡ଼ା ହୋଇଛନ୍ତି , ଏବଂ ଗାଁ ଗହଳିରେ ଯୁବକ ପିଲା ମାନେ ଯେଉଁ ପୋଗ୍ରମ୍ କରନ୍ତି,କିମ୍ବା ଘର ପୋଡ଼ି ଠାରୁ ଆରମ୍ଭ କରି ରାସ୍ତାରେ ସଡ଼କ ଦୁର୍ଘଟଣା ରେ ମେଡିକାଲ କୁ ନିଜ ଗାଡିରେ ନେଇ ପହଞ୍ଚେଇବା ଏବଂ ରୋଗୀ କେମିତି ଭଲରେ ଚିକିତ୍ସା ହୋଇପାରିବ ତାହା ମଧ୍ୟପୂର୍ବରୁ ନଜିର ଅଛି, ରାଜନୈତିକ ଭାବରେ ସାମାଜିକ ଆଖି ଦୂର୍ଶିଆ ଉନ୍ନତି ମୂଳକ କାର୍ଯ୍ୟ କରି ଆସୁଛନ୍ତି, ତେଣୁ ରାଜନଗର ନିର୍ବାଚନରେ ଏ ଭଳି ନେତା ଙ୍କୁ ସାମାଜିକ କ୍ଷେତ୍ରରେ ବହୁ ପ୍ରଶଂସାର ସୁଅ ଛୁଟିଛି