ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଓ ସୃଷ୍ଠି ନିୟୁଜ୍ କଳାହାଣ୍ଡି ଜିଲ୍ଲା ପରିବାର ପକ୍ଷରୁ ନୂଆଁଖାଇ ଅବସରରେ ଜିଲ୍ଲାର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ର ଜିଲ୍ଲା ସଭାପତି ଶ୍ରୀ ଦେବରାଜ ବାଣୁଆ
Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବଣୁଆ, ଜୁନାଗଡSeptember 21, 202688 views

କଳାହାଣ୍ଡି -ଜୁନାଗଡ଼ ବ୍ଲକ୍ ସମାଜ ସେବୀ ତଥା ସାମ୍ବାଦିକ ଶ୍ରୀ ଦେବରାଜ ବାଣୁଆ ଜିଲ୍ଲାରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଥିବା ଏକ ଭିନ୍ନ ବ୍ୟକ୍ତିତ୍ୱ । ସେ ଓଡ଼ିଶା ଡ଼ିଜିଟାଲ୍ ମିଡ଼ିଆ ମହାସଂଘ ଜିଲ୍ଲା ସଭାପତି ସହ ଜୁନାଗଡ ବ୍ଲକ ର ପି. ନିୟୁଜ୍ ଇଣ୍ଡିଆ ହିନ୍ଦୀ ଓ ସୃଷ୍ଠି ନିୟୁଜ୍ ଓଡ଼ିଆ ସ୍ୱତନ୍ତ୍ର ସାମ୍ୱାଦିକ ସହ ସର୍ବ ଭାରତୀୟ ମିଡିଆ ସଂଘ ର ସଭ୍ୟ ଅଟନ୍ତି । ସେ ବ୍ଲକ୍ ର କୃଷକ ଓ ସାଧାରଣ ଲୋକ ଙ୍କ ହକ୍ ପାଇଁ ମଧ୍ୟ ଲଢ଼େଇ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ନୂଆଁଖାଇ ଅବସରରେ ଜିଲ୍ଲାର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି
