--:--:--
-- ---
Srishti News

କଳାହାଣ୍ଡି, ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼–ନବରଙ୍ଗପୁର ରେଳ ଲାଇନ୍‌କୁ ନେଇ ବଡ଼ ସୂଚନା

Kalahandi (କଳାହାଣ୍ଡି)ଦେବରାଜ ବଣୁଆ , ଜୁନାଗଡSeptember 19, 2026139 views
କଳାହାଣ୍ଡି, ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼–ନବରଙ୍ଗପୁର ରେଳ ଲାଇନ୍‌କୁ ନେଇ ବଡ଼ ସୂଚନା
ଜୁନାଗଡ଼ ତହସିଲର ୧୪ଟି ଗ୍ରାମରେ ଜମି ଅଧିଗ୍ରହଣ ପାଇଁ ରେଳୱେ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ। ଜୁନାଗଡ଼–ନବରଙ୍ଗପୁର ନୂତନ ବ୍ରଡ୍‌ଗେଜ୍ ରେଳ ଲାଇନ୍ — ୧୧୬.୨୧ କି.ମି. ଯେଉଁ ଗ୍ରାମଗୁଡ଼ିକର ନାମ ସୂଚନାରେ ରହିଛି: ଘୁମେରଗୁଡ଼ାଜୁନାଗଡ଼,ବାଲିଛଡ଼ା,ଚାରବାହାଲ, ଧନେର,ପିଲକିଆ ,କାଲୋପଲା,ମହିଭାର , ବଙ୍ଗୋମୁଣ୍ଡା,କର୍ଲାଗୁଡ଼ା , ମାଝିଗୁଡ଼ା ,ଡେଙ୍ଗାଗୁଡ଼ା, ବଡ଼କେନ୍ଦୁଗୁଡ଼ା,ବୋବ୍ରିଆ ଏହି ୧୪ଟି ଗ୍ରାମରୁ ମୋଟ ୩୩୧.୪୦ ଏକର ଜମି ଅଧିଗ୍ରହଣ ସୂଚନା ଦିଆଯାଇଛି। ଜୁନାଗଡ଼–ନବରଙ୍ଗପୁର ରେଳ ସଂଯୋଗ ଦ୍ୱାରା କଳାହାଣ୍ଡି ଅଞ୍ଚଳର ଯୋଗାଯୋଗ, ବାଣିଜ୍ୟ ଓ ବିକାଶକୁ ନୂଆ ଦିଗ ମିଳିବ ବୋଲି ଆଶା। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ଜିଲ୍ଲାବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।