--:--:--
-- ---
Srishti News

ବରିହା ପୁଖାପାଣି ଠାରେ ରାଜ୍ୟ ବ୍ୟାପି ଚାରା ରୋପନଣ୍ ଉତ୍ସବ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକSeptember 19, 202612 views
ବରିହା ପୁଖାପାଣି ଠାରେ ରାଜ୍ୟ ବ୍ୟାପି ଚାରା ରୋପନଣ୍ ଉତ୍ସବ
ବରଗଡ -ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମ୍ ଦିନ ଅବସରରେ ଏକ ପେଡ ମା କେ ନାମ m,o, କାର୍ଯ୍ୟ କ୍ରମ ୧୭ସେପତ୍ମ୍ଭ ର ୨୦୨୬ ରାଜ୍ୟ ବ୍ୟାପି ଚାରା ରୋପଣ ଉତ୍ସବ ଗାଇସିଲେଟ ବ୍ଲକସ୍ଥିତ ବରିହା ପୁଖାପାଣି ଗ୍ରାମର ବନ ସୁରକ୍ଷା ସମିତି, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ବରଗଡ ବନ ଖଣ୍ଡ, ପଦମ ପୁର ବାନାଞ୍ଚଲ୍, ଗାଇସିଲେଟ ସେକ ସନ ର ମିଳିତ ଉଦ୍ୟମରେ ଅନୁଷ୍ଠିତ,ହୋଇଯାଇଛି, l ଶତାଧିକ ମହିଳା ପୁରୁଷ ଯୋଗଦାନ କରିଥିଲେ, ଉକ୍ତ ଉତ୍ସବରେ ଗାଇସିଲେଟ ବନପାଲ ରାଜେନ୍ଦ୍ର କୁମାର ସିଂ, ପଦମ୍ ପୁର ବନ ପାଲ, ପୂର୍ଣ୍ଣ ଚନ୍ଦ୍ର ଦୋରା, ପଦମ ପୁର ବନା ଞ୍ଚ ଳ ର ବନ ପାଲ, ଚିନ୍ମ୍ମ ୟୀ ମହା ପାତ୍ର, ପଦ୍ମିନୀ ଭୋଇ, ବନ ସୁରକ୍ଷା ସମିତି ର ସଭାପତି, ରିତେଶ ବଗର୍ତ୍ତି, ବରିହା ପୁଖାପାଣି ଗ୍ରାମର ବରିଷ୍ଠ ନାଗରିକ ପୂର ନ୍ଧ ର ବାରିକ, ୱର୍ଡ ସଭ୍ୟ, ବାସୁଦେବ ମେହେର, କନ୍ଧାଗାର୍ଡ ଗ୍ରାମର ସମିତି ସଭ୍ୟା, ସରୋଜିନୀ ପ ଧାନ, କୃପାସିନ୍ଧୁ, ପଧାନ, ମହେଶ୍ବର ସ୍ୱୋ ଇ, ରୋହିତ ସା, ପ୍ରକୃତି ବନ୍ଧୁ ହେମନ୍ତ କୁମାର ବାରିକ, ଯୋଗଦାନ କରିଥିଲେ,l ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମ୍ ଦିନରେ ଶୁଭେଚ୍ଛା, ଏକ ପେଡ ମା କେ ନାମ, ୩,0, ରାଜ୍ଯ ବ୍ୟାପି ଚାରା ରୋପଣ ଉତ୍ସବ ଏକ ମହାନତା ପ୍ରତି ପାଳନ କରୁଛି, l ସମସ୍ତ ଜନ ସାଧାରଣ ଙ୍କ ପ୍ରତି ଏକ ଶୁଭ ସମ୍ବାଦ , ଜଳବାୟୁ ପରିବର୍ତ୍ତନ ପାଇଁ ସମସ୍ତେ ସଚେତନ ହେବା, ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଙ୍କୁ ଗୁରୁତ୍ପ ଦେବାକୁ ପ୍ରକୃତି ବନ୍ଧୁ ଶ୍ରୀ ହେମନ୍ତ କୁମାର ବାରିକ କହିଥିଲେ, ଓ ପ୍ରତେକ୍ ବ୍ୟକ୍ତିଙ୍କର ଜନ୍ମ୍ ଦିନରେ ବୃକ୍ଷ ରୋପଣ କରିବା ଏକ ମହତ ଉଦ୍ଧେଶ୍ୟ, ଆଜି ଦିନରେ ଏହି ବାର୍ତା ସଚେତନ୍ ସୃଟି କରୁଛି l ଏହି କାର୍ଯ୍ୟ କ୍ରମ ରେ ଜଙ୍ଗଲ ବିଭାଗ ର, ବନରଖି , ରଶ୍ମିତା ସାହୁ, ବନ ରକ୍ଷୀ ପୃଥି ରାଜ ଭୂଏ, ଅନୁ କମ୍ପା ଭୋଇ,ଦୀପ୍ତି ଲାଲ୍ ତାଣ୍ଡି , ବନ ବିଭାଗର ସ୍କୁଆଡ, ନିରା କାର ନୀଏ କ, ଦାମୋଦର, ବିଶ୍ଵାଳ, ପ୍ରକାଶ କୁମ୍ଭାର, ଗଣେଶ ସାହୁ, ବସୁଦେବ ସାହୁ, ଚନ୍ଦନ ପଧାନ, ନକୁଳ ସାହୁ,ଅର୍ଜୁନ ବରିହା, ଓ ବନ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ, l ଶେଷରେ ବନ ରଖି ଅଜ ୟ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ,l