--:--:--
-- ---
Srishti News

କଟକ ରୁ ତାଳଚୁଆ ଏକ ଯାତ୍ରୀ ବାହି ପ୍ରିନ୍ସ ବସ କଖାରୁଣୀ ଛକ ରୁ କିଛି ଦୂରରେ ଭାରସ୍ୟାମ ହରାଇ ବିଲ ଭିତରେ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇSeptember 9, 202640 views
କଟକ ରୁ  ତାଳଚୁଆ ଏକ ଯାତ୍ରୀ ବାହି  ପ୍ରିନ୍ସ ବସ କଖାରୁଣୀ ଛକ ରୁ କିଛି ଦୂରରେ  ଭାରସ୍ୟାମ ହରାଇ ବିଲ ଭିତରେ
କଟକରୁ ବାହାରି ରାଜନଗର ତାଲଚୁଆ ଅଭିମୁଖେ ଯିବା ବାଟରେ ପଟ୍ଟାମୁଣ୍ଡାଇ କଖାରୁଣୀ ଛକ ଠାରୁ କିଛି ଦୂରରେ ବସ ଟି ଭାରଶ୍ୟାମ ହରାଇ ବିଲ ଭିତରକୁ ପଶି ଯାଇଛି,ଏଥିରେ ବହୁତ ଯାତ୍ରୀ ଥିଲେ ଅଳ୍ପକେ ଯାତ୍ରୀ ବର୍ତ୍ତି ଯାଇଛନ୍ତି,କିଛି ଲୋକ ରକ୍ତ୍ତାତ ହୋଇଛନ୍ତି,ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ପଟ୍ଟାମୁଣ୍ଡାଇ ମେଡିକାଲ କୁ ସ୍ଥାନାନ୍ତାରିତ କରା ଯାଇଅଛି, ଏଥିରେ ବିଶେଷ କିଛି କାହାର କ୍ଷତି ହୋଇନାହିଁ,ବଡ ଦୁଃଖ ଏବଂ ପରିତାପର ବିଷୟ ପଟ୍ଟାମୁଣ୍ଡାଇ ଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତା ପ୍ୟାଚ ଛାଡ଼ି ଗଲାଣି ଏଥିରେ ବହୁତ ଦୁଇ ଚକିଆ ଯାନ ଆରୋହୀ ଦୁର୍ଘଟଣା ରେ ଜୀବନ ଚାଲିଯାଇଛି ଏହା ଏକ ଦୁର୍ଭାଗ୍ୟଯନ ବୋଲି ସାମାଜିକ କ୍ଷେତ୍ରରେ ଆଲୋଚନାର ବିଷୟ ପାଲଟିଛି