ଆଳି,ପଟ୍ଟାମୁଣ୍ଡାଇ,ରାଜକନିକା ବନ୍ୟା ପରିଦର୍ଶନ ରେ ରାଜ ନେତା ଙ୍କ ସହ ସମାଜ ସେବୀ ଅକ୍ଷୟ ସାମଲ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ରୁAugust 24, 202649 views

ପଟ୍ଟାମୁଣ୍ଡାଇ ,ରାଜକନିକା ଏବଂ ଆଳି ବ୍ଲକ ରେ ବନ୍ୟା ବହୁତ୍ କିଛି ଖେୟ କ୍ଷତି କରିଅଛି,ବନ୍ୟାରେ ଲୋକ ମାନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଦେବା ସହିତ ଗାଈ ଗୋରୁ ମାନଙ୍କୁ ଉଚ୍ଚ ଜାଗାକୁ ନେବା ଲୋକ ମାନଙ୍କ ମଧ୍ୟରେ ସାହସ ବଢେଇବା ପାଇଁ ବାର୍ତ୍ତା ପ୍ରଦାନ କରିଥାନ୍ତି, ଆଜିର ସମାଜରେ ଏଭଳି ସମାଜ ସେବୀ ମିଳିବା ବହୁତ ବିରଳ , ନିଜେ ବନ୍ୟା ପ୍ରପୀଡିତ ଥାଇ ମଧ୍ୟ ଲୋକ ମାନଙ୍କୁ ନୀରବଛିନ୍ନ ଭାବରେ ସାହାଯ୍ୟ କରି ସାମାଜିକ କ୍ଷେତ୍ରରେ ବହୁତ ପ୍ରଶଂସାର ପାତ୍ର ହୋଇପାରିଛନ୍ତି,ସେ ଜଣେ ଏକାଧାରରେ ସମାଜସେବୀ ,କୃଷକ ମାନଙ୍କ ବନ୍ଧୁ ପରିବେଶ କୁ କେମିତି ସୁରକ୍ଷା ଦେବା, ଏମିତିକି ଗରିବ ପିଲାମାନେ ପାଠପଢିବା , ଶିକ୍ଷିତ ଯୁବକ ବା ଯୁବତୀ ଦାଦନ ଖଟିବାକୁ ନଯାଇ ନିଜେ ନିଜବିଲ ରେ ଜୈବିକ ପଦ୍ଧତିରେ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ବହୁ ପ୍ରକାର ବାର୍ତ୍ତା ସମାଜକୁ ଶିକ୍ଷା ପ୍ରଦାନ କରିଥାନ୍ତି
