--:--:--
-- ---
Srishti News

ଭୁବନ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳAugust 15, 202624 views
ଭୁବନ  ଥାନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ଭୁବନ ୧୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଆରକ୍ଷୀ ନିରୀକ୍ଷକ ଶ୍ରୀମତୀ ରେଣୁବାଳା ସାହୁ ଜାତୀୟ ପତାକା ଉତୋଳନ କରିଥିଲେ। ସବ ଇନ୍ସପେକ୍ଟର ପ୍ରଦୀପ କୁମାର ଭୂୟାଁ,ଏ ଏସ ଆଇ ମାନସ ରଞ୍ଜନ ନାୟକ ଙ୍କ ସମେତ ସମସ୍ତ କନଷ୍ଟେବଳ ଓ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସାଲ୍ୟୁଟ ମାରି ସମ୍ମାନ ଜଣାଇଥିଲେ ।