--:--:--
-- ---
Srishti News

ଭୁବନ ଅବକାରୀ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳAugust 15, 202621 views
ଭୁବନ ଅବକାରୀ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ଭୁବନ ୧୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ଥାନାରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଅବକାରୀ ଉପ ନିରୀକ୍ଷକ ଶ୍ରୀଯୁକ୍ତ ବୁଲୁ ପାତ୍ର ଜାତୀୟ ପତାକା ଉତୋଳନ କରିଥିଲେ। ଅବକାରୀ କନଷ୍ଟେବଳ ସୁଜିତ୍ ନାୟକ,ଆଲୋକ କୁମାର ଜେନା,ଶ୍ରଦ୍ଧାଞ୍ଜଳି ସାମଲ ଙ୍କ ସମେତ କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସାଲ୍ୟୁଟ ମାରି ସମ୍ମାନ ଜଣାଇଥିଲେ ।