--:--:--
-- ---
Srishti News

ରଞ୍ଜିତ ବେହେରାଙ୍କ ଅକାଳ ବିୟୋଗରେ ଶୋକ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 11, 2026144 views
ରଞ୍ଜିତ ବେହେରାଙ୍କ ଅକାଳ ବିୟୋଗରେ ଶୋକ
ବଅଁରପାଳ ବ୍ଲକ ଗୋତମରା ଗ୍ରାମ ପଞ୍ଚାୟତ ଜଡ଼ାସାହିର ଶ୍ରୀ କରୁଣାକର ବେହେରାଙ୍କ ପୁତ୍ର ରଞ୍ଜିତ ବେହେରାଙ୍କ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ । ମୃତକଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରିଥିଲେ। ଏହି ଅବସରରେ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ପରିବାରକୁ ଧୈର୍ଯ୍ୟ ଓ ସାହସ ଦେବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।