--:--:--
-- ---
Srishti News

କୂଅରେ ପଡ଼ି ଜୀବନ ସହ ସଂଘର୍ଷ କରୁଥିବା ଜଙ୍ଗଲି ବିଲୁଆକୁ ଉଦ୍ଧାର କଲା ବନବିଭାଗ

Sundargarh (ସୁନ୍ଦରଗଡ଼)ରିପୋର୍ଟ : ସୌମ୍ୟବ୍ରତ ଦଳବେହେରା,ବଣେଇJuly 16, 202678 views
କୂଅରେ ପଡ଼ି ଜୀବନ ସହ ସଂଘର୍ଷ କରୁଥିବା ଜଙ୍ଗଲି ବିଲୁଆକୁ ଉଦ୍ଧାର କଲା ବନବିଭାଗ
ସୁନ୍ଦରଗଡ଼-ବଣେଇ : ସୁନ୍ଦରଗଡ ଜିଲ୍ଲା କୁଳପୋସ ବନ ଖଣ୍ଡ ଖୁଣ୍ଟଗାଁ ଗ୍ରାମର ମନୋଜ କୁମାର ବେହେରାଙ୍କ ନାମକ ଜଣେ ବ୍ୟକ୍ତି ଙ୍କ ବାଡିରେ ଥିବା ପଥର କୂଅରେ ପଡ଼ି ଯାଇଥିଲା ଏକ ଜଙ୍ଗଲି ବିଲୁଆ। ଏହା ଦେଖି ଗ୍ରାମ ବସୀ ବନ ବିଭାଗ କୁ ଖବର ଦେଇ ଥିଲେ ଖବର ପାଇ ସଙ୍ଗେ ସଙ୍ଗେ ବନ ବିଭାଗର କର୍ମଚାରୀ ଓ ତାଙ୍କ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରଣ କୌଶଳ କରି ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉଦ୍ଧାର ପରେ ଉକ୍ତ ବିଲୁଆଟି ଜଙ୍ଗଲ ଭିତର କୁ ଦୌଡ଼ି ପଳାଇଥିବା ସୂଚନା ମିଳିଛି।