--:--:--
-- ---
Srishti News

ଆରସିଡ଼ିସି ଓ ଭଗତ ସିଂ ଯୁବ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରାJuly 8, 202645 views
ଆରସିଡ଼ିସି ଓ ଭଗତ ସିଂ ଯୁବ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କଳାହାଣ୍ଡି ,କୋକସରା ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆର ସି ଡ଼ି ସି ଅନୁଷ୍ଠାନ ଏବଂ ଭଗତ ସିଂହ ଯୁବକ ସଂଘ ନୁନପାଣି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉକ୍ତ ଯୁବ ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ନାଗ,ଉପ ସଭାପତି ମୃତ୍ୟୁଞ୍ଜୟ ନାଗ,ସମ୍ପାଦକ ଶଙ୍ଖା ନାଗ,ସହ ସମ୍ପାଦକ କୁନ୍ତୀ ଗୋପାଳ,କୋଷାଧ୍ୟକ୍ଷ କାମେଶ୍ଵର ବାଗ, ସମାଜସେବୀ ଭୋଜରାଜ ନାଗ ସହ ସଦସ୍ୟ ମମିତା ବାଗ, ବଶିଷ୍ଠ ନାଗ,ପ୍ରତିମା ବାଗ, ତୋଫାନ ନାଗ,ସବିତା ବାଗ, କଲ୍ୟାଣୀ ନାଏକ,ସମୀର ପୁଝାରୀ, ଜ୍ୟୋତି ରଞ୍ଜନ ନାଏକ, ବିନୀତା ସୁନାମୀ, ଶ୍ରୀକୁମାର, ରୁବୀ, ଟିକଚନ, ମଞ୍ଜୁରୀ,ଭୁମୀ, ମନୀଷ, ରାନୀ, ସଞ୍ଜୁ, କାଜଲ, ତପସ୍ଵିନୀ, ଲିଜା, କୁଳ,ତାରଜନ,ଭାବି ସମେତ ଗାଁ ର ପ୍ରାୟ ୫୦ ରୁ ଅଧିକ ଯୁବକ ଯୁବତୀ ସାମିଲ୍ ହୋଇ ନିଜ ନିଜ ବାଡ଼ି ବଗିଚାରେ ବୃକ୍ଷ ରୋପଣ କରିଥିଲେ।