--:--:--
-- ---
Srishti News

କଲାହାଣ୍ଡି - ଜୁନାଗଡ଼ ଧାନମଣ୍ଡି ଅଚଳାବସ୍ଥା କୁ ନେଇ ଜିଲ୍ଲା ପ୍ରଶାସନ ଙ୍କ ହସ୍ତକ୍ଷେପ ପାଇଁ ଦାବି

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡJuly 8, 2026154 views
କଲାହାଣ୍ଡି - ଜୁନାଗଡ଼ ଧାନମଣ୍ଡି ଅଚଳାବସ୍ଥା କୁ ନେଇ ଜିଲ୍ଲା ପ୍ରଶାସନ ଙ୍କ ହସ୍ତକ୍ଷେପ ପାଇଁ ଦାବି
ଜୁନାଗଡ଼ - ଭଇଁରିଗୁଡ଼ା ପଞ୍ଚାୟତ ର ମଣ୍ଡି ରେ ଧାନ କ୍ରୟ କରିବା ପାଇଁ ପଦ୍ମାଳୟା ସ୍ଵଂସହ।ୟକ୍ ଗୋଷ୍ଠି ଙ୍କୁ ନିୟୋଜିତ କରାଯାଇ ଅଛି।କିନ୍ତୁ ଗୋଷ୍ଠି ନାମକୁ ମାତ୍ର ଥିବା ସ୍ଥଳେ ମିଲର୍ସ ମାନେ ହିଁ ପରିଚାଳନା କରି ଚାଷୀଙ୍କୁ ହଇରାଣ ଓ ଶୋଷଣ କରୁଛନ୍ତି। ଠିକ୍ହ ସମୟରେ ଧାନ ମଣ୍ଡି ରୁ ଧାନ କ୍ରୟ ନକରିବାରୁ ହଜାର ହଜାର ବସ୍ତା ଧାନ ନଷ୍ଟ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଚାଷୀ ଶୋଷଣର ଶିକାର ହେଉଛି। ଏଣୁ ପଦ୍ମାଳୟା ଗୋଷ୍ଠି କୁ ଧାନ କ୍ରୟ କରିବା ସୀକୃତି କୁ ବାତିଲ କରି ଚାଷୀଙ୍କ ସ୍ୱାର୍ଥ ପାଇଁ ଆଟି ଗାଁ PACS ମାଧ୍ୟମରେ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି।ଉଚିତ ତଦନ୍ତ କରି ଚାଷୀକୁ ତାଙ୍କର ହକ୍ ଦେବାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ମଧ୍ୟ ଅନୁରୋଧ କରାଯାଇଥିବା ଭଇଁରିଗୁଡ଼ା ପଞ୍ଚାୟତ କୃଷକ ସଭାପତି ଦେବରାଜ ବାଣୁଆ ସୂଚନା ପ୍ରଦାନ କରିଛନ୍ତି ଓ ନିଶ୍ଚୟ ସରକାର ଦୃଷ୍ଟି ଦେବେ ବୋଲି ଆଶା ରଖିଛନ୍ତି।