--:--:--
-- ---
Srishti News

ବାଳକ ନିରୁଦ୍ଧିଷ୍ଠ

Bhubaneswar (ଭୁବନେଶ୍ୱର)ରିପୋର୍ଟ - ନିରୋଜ କୁମାର ସେଠୀJuly 7, 202640 views
ବାଳକ ନିରୁଦ୍ଧିଷ୍ଠ
ଭୁବନେଶ୍ବର ପ୍ରୀୟଶୁ ଶେଖର ବେହେରା ପିତା - ଶ୍ରୀ ନିର୍ମଳ ଚନ୍ଦ୍ର ବେହେରା ବୟସ-୧୫ ବର୍ଷ ବାସସ୍ଥାନ - ଭୋଇସାହି, ବରମୁଣ୍ଡା ବସଷ୍ଟାଣ୍ଡ ପାଖ ଗତ ତା-30/06/2026 ରିଖ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ସମୟରୁ ନିଖୋଜ ଅଛନ୍ତି। ଯଦି କୋୖଣସି ସହୃଦୟ ବ୍ୟକ୍ତିଙ୍କ ନଜରକୁ ଆସନ୍ତି ତେବେ ନିମ୍ନ ଲିଖିତ ମୋବିଇଲି ନଂ ରେ ଯୋଗାଯୋଗ କରିବାକୁ ଅନୁରୋଧ l 9437050681 9692644822 99381430681 ଖୋଜିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ।