--:--:--
-- ---
Srishti News

ବିଦ୍ୟାଳୟ ରେ ସର୍ବ ନିମ୍ନ ମୌଳିକ ସୁବିଧା ପାଇଁ ପ୍ରଶାସନ ପାଖରେ ଗୁହାରି

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ,ଜୟପାଟଣାJuly 4, 202682 views
ବିଦ୍ୟାଳୟ ରେ ସର୍ବ ନିମ୍ନ ମୌଳିକ ସୁବିଧା ପାଇଁ  ପ୍ରଶାସନ ପାଖରେ ଗୁହାରି
ସରକାରଙ୍କ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ବେଲେ କିଛି ସର୍ବ ନିମ୍ନ ସୁବିଧା ଆଜି ମଧ୍ୟ ଆବଶ୍ୟକ ରହିଛି। ପାନୀୟ, ଜଳ ଶ୍ରେଣୀଗୃହ ପାଇ ପରିବେଶ ସ୍ବଚ୍ଛତା ର ଆବାସିକ ଥିବା ଗୁହାରି କରନ୍ତି । ଶିକ୍ଷକ ଏହିପରି ଦେଖିବାକୁ ମିଳୁଛି.କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅରେବେଡା ପ୍ରାଥମିକ ବିଦ୍ୟାଳୟ ରେ ଏଭଳୀସୁବିଧା ଆବଶ୍ୟକ ବୋଲି ଗଣମାଧ୍ୟମ ଆଗରେ ଜଣାଇଛନ୍ତି ଜଣେ ଛାତ୍ର ବାଚ୍ୟାଳ ଶିକ୍ଷକ/