ବାଘମାରି ଠାରେ ଗ୍ୟାସ ବୋଝେଇ ଟ୍ରକ ସହ ବାଲି ବୋଝେଇ ହାଇୱା ଧକ୍କା
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 3, 202694 views

ଖୋର୍ଦ୍ଧା-ବାଘମାରି–ବାଙ୍କୀ ରାସ୍ତାର ପୋଡ଼ାଡ଼ିହ ନିକଟରେ ଗ୍ୟାସ ବୋଝେଇ ଏକ ଟ୍ରକ ସହ ବାଲି ବୋଝେଇ ଏକ ହାଇୱାର ଧକ୍କା ଘଟିଛି। ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ବାଲି ଚାଲାଣ ଚୋରାଭାବେ ହେଉଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
