--:--:--
-- ---
Srishti News

ଛତ୍ରପୁରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Ganjam (ଗଞ୍ଜାମ)ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁରJune 27, 202631 views
ଛତ୍ରପୁରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ଗଞ୍ଜାମ: ଛତ୍ରପୁରରେ ଗଂଜାମ ଜିଲ୍ଲା କଂଗ୍ରେସର ପୂର୍ବଖଣ୍ଡ ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା l ଏଥିରେ ବହୁ ମାନ୍ୟଗଣ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ ଅଖିଳ ଭାରତୀୟ କଂଗ୍ରେସ କମିଟି ର ଓଡିଶା ପ୍ରଭାରୀ ଲାଳଜୀ ଦେଶାଇ ଙ୍କ ନେତୃତ୍ୱରେ କିପରି ଆଗାମୀ ଦିନରେ କଂଗ୍ରେସ ଅଗ୍ରଗତି ହେଇପାରିବ କିପରି ଶାସକ ଦଳ ର ବିଫଳତା ଲୋକଙ୍କ ପାଖରେ ପହଞ୍ଚିବ ସହତ ଲୋକଙ୍କ ଅଧିକାର କୁ କିପରି ଲୋକେ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ସମସ୍ତ କଂଗ୍ରେସ କର୍ମୀ ଙ୍କୁ ପ୍ରେରଣା କରିଥିଲେ ।