--:--:--
-- ---
Srishti News

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ "ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ" ଅଭିଯାନ ଆରମ୍ଭ

Ganjam (ଗଞ୍ଜାମ)ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର, ଗଞ୍ଜାମJune 27, 202673 views
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ "ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ" ଅଭିଯାନ ଆରମ୍ଭ
ଗଞ୍ଜାମ ଜିଲ୍ଲା ପ୍ରଶାସନର "ଆମ ଗଞ୍ଜାମ ସ୍ଵଚ୍ଛ ଗଞ୍ଜାମ" ଅଭିଯାନ ଅଧୀନରେ ଆୟୋଜିତ ବିଶାଳ ସ୍ଵଚ୍ଛତା ଅଭିଯାନରେ ସମଗ୍ର ଜିଲ୍ଲା ଉତ୍ସାହର ସହ ଭାଗନେଇଥିଲା। ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ, ଆମ ପ୍ରିୟ ମାସ୍କଟ 'କୃଷ୍ଣ'ଙ୍କ ସହଭାଗୀତାରେ ଜନସାଧାରଣ ଏକତ୍ରିତ ହୋଇ ସ୍ଵଚ୍ଛତା ପ୍ରତି ନିଜର ଦୃଢ ସଙ୍କଳ୍ପ ପ୍ରଦର୍ଶନ କରିଛନ୍ତି। ଆସନ୍ତୁ, ଏହି ଶୁଭ ପ୍ରୟାସକୁ ଆଗକୁ ବଢାଇ ନିଜର ସକ୍ରିୟ ଯୋଗଦାନ ଦେଇ ଗଞ୍ଜାମକୁ ଦେଶରେ ସ୍ଵଚ୍ଛତାର ଆଦର୍ଶ ଜିଲ୍ଲାରେ ପରିଣତ କରିବା।