କଳାହାଣ୍ଡି : ଜୁନାଗଡ ପଞ୍ଚାୟତ ସମିତି ର ସୁଭଦ୍ରା ଶକ୍ତି କେଫେ ଶୀଘ୍ର ଆରମ୍ଭ କରିବାକୁ ଦାବୀ
Kalahandi (କଳାହାଣ୍ଡି)ରିପୋର୍ଟ- ଦେବରାଜ ବାଣୁଆ,ଜୁନାଗଡJune 27, 202655 views

କଳାହାଣ୍ଡି : ଜୁନାଗଡ ପଞ୍ଚାୟତ ସମିତି ପରିସର ପାଖରେ ମହିଳା ସଶକ୍ତି କରଣ ପାଇଁ ସୁଭଦ୍ରା ଶକ୍ତି କେଫେ ନିର୍ମାଣ କରାଯାଇ ଅଛି। କିନ୍ତୁ ପ୍ରଶ୍ନ ଉଠୁଛି ନିର୍ମାଣର ସମାପ୍ତି ପରେ ମଧ୍ୟ କାର୍ଯ୍ୟକାରୀ ନହେବା ଜନସାଧାରଣ ବୁଝପାରୁ ନାହାଁନ୍ତି।
ଏଥି ପାଇଁ ଦାୟୀ କିଏ? ସରକାର
ଏହିପରି ବିଭିନ୍ନ ଯୋଜନା କରନ୍ତି କିଣୁ ରକ୍ଷଣା ବେକ୍ଷଣା ର ଅଭାବ କିମ୍ବା ସ୍ଥାନୀୟ ଅଧିକାରୀଙ୍କ ଅବହେଳା ପାଇଁ ହିଁ ରାଜ୍ୟ ରାଜ କୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ର କୌଣସି
ମୂଲ୍ୟ ରହେ ନାହିଁ। ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।
