--:--:--
-- ---
Srishti News

ହାଇୱା ଧକ୍କାରେ ମୋଟର ସାଇକେଲ ଆରୋହୀଙ୍କ ମୁତ୍ୟୁ

Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣୀ ବେହେରା, ଟାଙ୍ଗି, ଖୋର୍ଦ୍ଧାJune 12, 2026103 views
ହାଇୱା ଧକ୍କାରେ ମୋଟର ସାଇକେଲ ଆରୋହୀଙ୍କ ମୁତ୍ୟୁ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ଜଙ୍କିଆ ବାଲିଗାଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ହାଇୱା ଧକ୍କା ମୋଟର ସାଇକେଲ ଆରୋହୀଙ୍କ ମୁତ୍ୟୁ l ଅନ୍ୟ ଜଣେ ଗୁରୁତ୍ୱ l ମୃତ ବ୍ୟକ୍ତି ବାଲିଗାଡ଼ିଆ ଗ୍ରାମର ବୋଲି ଜଣାପଡୁଛି l