20:12:57
May 30
Srishti News

ଚାଲିଗଲେ ବିଷ୍ଣୁ ଭାଇ...

Bhubaneswar (ଭୁବନେଶ୍ୱର)ମନୋଜ ଶତପଥୀ, ସମ୍ପାଦକ, ସ୍ରିଷ୍ଟି ନିୟୁଜMay 9, 2026229 views
ଚାଲିଗଲେ ବିଷ୍ଣୁ ଭାଇ...
ଓଡିଶା ତଥା ରାଉରକେଲା ହରାଇଲା ଜଣେ ମହାନ ଜନନେତା ଓ ଶ୍ରମିକଙ୍କ ସ୍ୱର। ବିଶିଷ୍ଟ ଶ୍ରମିକ ନେତା, CITU ର କେନ୍ଦ୍ରୀୟ ଉପସଭାପତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତିଙ୍କ ଦେହାନ୍ତ ସମ୍ବାଦ ସମଗ୍ର ଓଡିଶା ତଥା ରାଉରକେଲା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଶ୍ରମିକ ଅଧିକାର ପାଇଁ ଦୀର୍ଘ ସଂଗ୍ରାମ, ସମର୍ପଣ ଓ ସାମାଜିକ ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ଏହି ଦୁଃଖଦ ଘଟଣାରେ “ସ୍ରିଷ୍ଟି ନ୍ୟୁଜ” ଓ “ପଲିଟିକାଲ ଖଟି” ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଥିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜଣାଯାଇଛି। ଭଗବାନ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରୁନ୍ତୁ।
ଚାଲିଗଲେ ବିଷ୍ଣୁ ଭାଇ... - Srishti News