୧୨ ବାଟାଲିୟନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀMarch 10, 2026164 views

ନବରଙ୍ଗପୁର ସ୍ଥିତ ୧୨ ବଟାଲିୟନ ପକ୍ଷରୁ ୮୭ ବର୍ଷ ସିଆର୍ପିଏଫ ଦିବସ ଅବସରରେ ସ୍ବାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ୬ ତାରିଖରୁ ଆରମ୍ଭ ହୋଇଛି। ଯାହାକି ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଉଚ୍ଚ ରକ୍ତଚାପ, ମଧୁମେହ, ମାନସିକ ସ୍ବାସ୍ଥ୍ୟ ଯାଞ୍ଚ, ପୁଷ୍ଟିକର କାଉନସେଲିଂ ସହ ମହିଳ। ଶିଶୁମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି।
ରକ୍ତଦାନ ଦାନ ଶିବିର ୧୨ ବାଟାଲିୟନ କ୍ୟାମ୍ପ ପରିସରରେ ଚାଲିଛି। ମୁଖ୍ୟ ଅତିଥ୍ ଭାବେ କମାଣ୍ଡାଣ୍ଟ ଏନ୍.କେ.କେ ପ୍ରସାଦ ଯୋଗଦେଇ ଶିବିର ଉଦଘାଟନ କପି କରିଥିଲେ। ଏହି ଅବସରରେ କମାଣ୍ଡ କମାଣ୍ଡାଣ୍ଟଙ୍କ ସହିତ ଆଇସି କ. ସିଂହ, ଅନୀଲ ଅଛି, ଡକ୍ଟର ମାଧବ, ଇନ୍ଦିପେକ୍ଟର ପି.କେ. ସାହୁଙ୍କ ସମେତ ସମସ୍ତ ଅଧିକାରୀ, ଯବାନ ଓ ଜନସାଧାରଣ ଉପସ୍ଥିତ ବ୍ୟକ୍ତିଙ୍କୁ ଯବାନମାନେ ପ୍ରମାଣପତ୍ର ଦେଉଛନ୍ତି।
